Minati Pradhan

Showing the single result

  • Dasamurtika O Anyanya Galpa(ଦଶ-ମୃତ୍ତିକା ଓ ଅନ୍ୟାନ

    Dasamurtika O Anyanya Galpa(ଦଶ-ମୃତ୍ତିକା ଓ ଅନ୍ୟାନ

    $14.00

    ସ୍ରଷ୍ଟା ଜଣେ ନାରୀ ହୋଇଥିବାରୁ ନାରୀ ବ୍ୟକ୍ତିତ୍ବର ସର୍ବାଙ୍ଗିନ ଦିଗ ଅନାୟାସରେ ପ୍ରତିଫଳିତ ହୋଇଛି। ଅଣୁ ଗଳ୍ପ ଶାଢ଼ୀର ଅଦରକାରୀ ଓ ଅଲୋଡା ଭାବୁଥିବା ଦ୍ରବ୍ୟମାନ ବେଳେ ବେଳେ ଖୁବ୍ ବଡ଼ ଆବଶ୍ୟକତା ମେଣ୍ଟାଇ ଥିବାର ଭାବନାକୁ ନେଇ ରଚିତ। ବର୍ଷା ଓ ଶୀତୁଆ ରାତିଟାରେ ଅଦରକାରୀ ଭାବୁଥିବା ଶାଢ଼ୀ ଓ ମୁଢ଼ି ଡବା ଶୀତ ଓ କ୍ଷୁଧା ଦାଉରୁ ପରିବାରକୁ କିପରି ରକ୍ଷା କରିଥିଲା ତାହା ବର୍ଣ୍ଣିତ ହୋଇଛି ।

    Add to cartLoading Done